Wife and father-in-law killed a man: ବାପା ସହ ମିଶି ସ୍ବାମୀକୁ ଛୁରୀ ଭୁସି ମାରିଲା ସ୍ତ୍ରୀ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ଗୋବିନ୍ଦପୁର ଗାଁରେ ଶୋଇଥିବା ଅବସ୍ଥାରେ ସ୍ବାମୀକୁ ହତ୍ୟା କରିଛନ୍ତି ସ୍ତ୍ରୀ ଓ ଶ୍ବଶୁର। ଅଭିଯୁକ୍ତ ସ୍ତ୍ରୀ ଓ ଶ୍ବଶୁରଙ୍କୁ ଅଟକ ରଖିଛି ପୋଲିସ।

Wife and father-in-law killed a man: ବାପା ସହ ମିଶି ସ୍ବାମୀକୁ ଛୁରୀ ଭୁସି ମାରିଲା ସ୍ତ୍ରୀ
Array