Wife Kills Husband: ବ୍ଲୁ ଡ୍ରମ୍ ପରେ ଏବେ ସୁଟ୍‌କେଶରୁ ବାହାରିଲା ସ୍ୱାମୀର ଶବ...

ପୁତୁରା ପ୍ରେମରେ ପାଗେଳି ହେଲା ସ୍ତ୍ରୀ । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ପରେ ସୁଟ୍‌କେଶରେ ଶବ ଭର୍ତ୍ତି କରି ଫିଙ୍ଗିଦେଲା । ମୀରଟ ବ୍ଲୁ ଡ୍ରମ୍ ଘଟଣା ମନରୁ ନ ଯାଉନୁ ଏବେ ପୁଣି ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା ।

Wife Kills Husband: ବ୍ଲୁ ଡ୍ରମ୍ ପରେ ଏବେ ସୁଟ୍‌କେଶରୁ ବାହାରିଲା ସ୍ୱାମୀର ଶବ...
Array