Wife Murders Husband: ପରପୁରୁଷ ପାଇଁ ସ୍ୱାମୀଙ୍କୁ ମାରିଦେଲା, ପୁଅକୁ କହିଲା…

ସ୍ତ୍ରୀର ଥିଲା ପରକୀୟାପ୍ରୀତି । ଘର ଛାଡିବା ଯୋଜନାରେ ଥିଲା । ବାହାର ରାଜ୍ୟରେ ରହୁଥିବା ସ୍ୱାମୀ ଘରେ ପହଞ୍ଚିବା ପରେ ବିଚଳିତ ହୋଇପଡିଥିଲା ସ୍ତ୍ରୀ । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ୱାମୀଙ୍କୁ ମାରିଦେଲା । ଆକ୍ରମଣ ବେଳେ ମୁହଁରେ ରକ୍ତ ପଡିବାରୁ ଉଠି ପଡିଥିଲା ୧୨ ବର୍ଷର ପୁଅ । ମାଆ କହିଲା, ଶୋଇପଡ ନହେଲେ ତୋତେ ମାରିଦେବି ।

Wife Murders Husband: ପରପୁରୁଷ ପାଇଁ ସ୍ୱାମୀଙ୍କୁ ମାରିଦେଲା, ପୁଅକୁ କହିଲା…
Array