Witchcraft Murder: ଗୁଣିଗାରେଡି ସନ୍ଦେହରେ ପରିବାରର ୫ ଜଣଙ୍କୁ ଜୀଅନ୍ତା ଜାଳିଦେଲେ
ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ଅଭିଯୋଗ । ନିର୍ଧୁମ ମାଡ଼ ପରେ ଜୀଅନ୍ତା ଜାଳିଦେଲେ ଗ୍ରାମବାସୀ । ଟ୍ରାକ୍ଟରରେ ମୃତଦେହ ସବୁ ନେଇ ଫିଙ୍ଗିଦେଲେ । ପୂରା ଗାଁରେ ଚାଞ୍ଚଲ୍ୟ । ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ଗିରଫ । ପରିବାରର ଏକମାତ୍ର ଜୀବିତ ପୁଅ ବଖାଣିଲା ଛାତିଥରା କାହାଣୀ...