With Just One Whistle, BJD Will Collapse: ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ

ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡି ଗୋଲ ହୋଇଯିବ । ତାସ୍‌ର ପତା ପରି ବିଜେଡି ଭାଙ୍ଗିଯିବ ।

With Just One Whistle, BJD Will Collapse: ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ
Array