Woman Poisons Husband: ଭୁଲି ପାରିଲାନି ପୁରୁଣା ପ୍ରେମ; ସ୍ୱାମୀ କଫିରେ ମଶାମରା ଔଷଧ ମିଶାଇ ପିଆଇଦେଲା ସ୍ତ୍ରୀ...

ପୁଣି ବାହାଘର, ପୁଣି ପରକିୟା ପ୍ରୀତି, ପୁଣି ସ୍ୱାମୀର ଜୀବନ ନେବାକୁ ପ୍ରୟାସ। ବୟଫ୍ରେଣ୍ଡ ସହ କଥା ହେବାବେଳେ ସ୍ୱାମୀ ଦେଖିଦେବାରୁ ସ୍ୱାମୀକୁ ବିଷ ଦେଇଦେଲା ସ୍ତ୍ରୀ।

Woman Poisons Husband: ଭୁଲି ପାରିଲାନି ପୁରୁଣା ପ୍ରେମ; ସ୍ୱାମୀ କଫିରେ ମଶାମରା ଔଷଧ ମିଶାଇ ପିଆଇଦେଲା ସ୍ତ୍ରୀ...
Array