World's Oldest Female Barber: କର୍ମ ଆଗରେ ହାର୍ ମାନିଛି ବୟସ, ୧୦୮ ବର୍ଷୀୟା ମହିଳା କଲେ ଗିନିସ୍ ବିଶ୍ୱ ରେକର୍ଡ
ଜିଡବ୍ଲ୍ୟୁଆର୍ରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ । ଏହି ସମୟକୁ ସେ ଖୁବ୍ ଉପଭୋଗ କରିଥାନ୍ତି । ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି ।