Yoga Guru Shivanand Died: ୧୨୮ ବର୍ଷ ବୟସରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ମାତ୍ର ୬ ବର୍ସ ବୟସରେ ପିତା, ମାତା ଓ ଭଉଣୀଙ୍କୁ ମାତ୍ର ଏକ ମାସର ବ୍ୟବଧାନରେ ହରାଇଥିଲେ ଶିବାନନ୍ଦ। ଏହି ଘଟଣା ପରେ ବେଙ୍ଗାଲୁରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ ଶିବାନନ୍ଦ। କାଶୀରେ ଅଧ୍ୟାତ୍ମିକ ଗୁରୁ ଓଁକାରାନନ୍ଦ ଗୋସ୍ବାମୀ ତାଙ୍କ ଲାଳନ ପାଳନ ଦାୟିତ୍ବ ନେଇଥିଲେ।

Yoga Guru Shivanand Died: ୧୨୮ ବର୍ଷ ବୟସରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ
Array