Yoga: ଶୀର୍ଷାସନରେ ବାଳକୃଷ୍ଣ, କଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡ
ବାଳକୃଷ୍ଣ ନିଜେ ଯୋଗ କରିବା ସହ ଗାନ୍ଧିନଗର ସମେତ ବହୁ ଅଂଚଳରେ ଯୋଗ ଶିକ୍ଷା ଦିଅନ୍ତି । ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଆସି ଯୋଗ ଶିକ୍ଷା ନିଅନ୍ତି । ୬୫ବର୍ଷ ବୟସରେ ବାଳକୃଷ୍ଣଙ୍କ ଶୀର୍ଷାସନ ଓ ସେହି ଅବସ୍ଥାରେ ପଦ୍ମାସନ ଦେଖି ସତରେ ଯେକେହି ଆଶ୍ଚର୍ଯ୍ୟ ହେବ ।