Yogasana: ପ୍ରତିଦିନ କରନ୍ତୁ ଏହି ଗୋଟିଏ ଯୋଗ; ଦୂର ହେବ ଚାପ-ଚିନ୍ତା, ଶରୀର ରହିବ ଥଣ୍ଡା, ହେବନି ରକ୍ତଚାପ
ଯୋଗ ଅଭ୍ୟାସ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ଏମିତି ଏକ ପ୍ରାୟାଣାମ ଅଛି ଯାହାକୁ ଦୈନିକ ଅଭ୍ୟାସ କରିବା ଦ୍ୱାରା ୭ଟି ଲାଭ ମିଳେ । ଆସନ୍ତୁ ଏହି ପ୍ରାଣାୟାମ ବିଷୟରେ ଜାଣିବା ।