Yogasana: ଶୋଇବା ପୂର୍ବରୁ କରନ୍ତୁ ଏହି ୩ ଯୋଗ; କମିବ ଓଜନ, ଶୀଘ୍ର ହେବ ଗର୍ଭଧାରଣ
ରାତିରେ ଶୋଇବା ପୂର୍ବରୁ କିଛି ଯୋଗ କରାଯାଇପାରିବ। ଏଥିପାଇଁ କେବଳ ପାଞ୍ଚରୁ ଦଶ ମିନିଟ୍ ସମୟ ଆବଶ୍ୟକ। ଏଠାରେ ସବୁ ଯୋଗାସନ ଓଜନ ହ୍ରାସ କରିବା ସହ ପିଠି ଏବଂ କଟି ଯନ୍ତ୍ରଣାରୁ ମୁକ୍ତି ଦେବ ଏବଂ ଶୀଘ୍ର ଗର୍ଭଧାରଣ କରିବାରେ ସାହାଯ୍ୟ କରିବ।