ଘର ଖଣ୍ଡେ ନାହିଁ, ସରକାର ମୋ ସ୍ତ୍ରୀ ରହିବ କେଉଁଠି ?

ରଙ୍ଗ ନମ୍ବରରୁ ହୋଇଗଲା ପ୍ରେମ l ପରେ ବିବାହ, ଆଉ ଏବେ ଦେଢ଼ ବର୍ଷର ଶିଶୁପୁତ୍ର ରହିଛି l ମନୋଜ ଗାଁକୁ ଆସିବା ପରେ ଘର ଖଣ୍ଡିଏ ନାହିଁ l ଜଙ୍ଗଲରୁ କାଠ ବାଉଁଶ ସଂଗ୍ରହ କରି ପରିବାର ମୁଣ୍ଡ ଉପରେ କୁଡିଆଟିଏ ଦେବାକୁ ଚେଷ୍ଟା କରୁଛନ୍ତି ।

ଘର ଖଣ୍ଡେ ନାହିଁ, ସରକାର ମୋ ସ୍ତ୍ରୀ ରହିବ କେଉଁଠି ?
Array