Young Woman Murdered in Malkangiri: ଶାରୀରିକ ସଂପର୍କ ରଖିଲା; ପ୍ରେମିକା ଗର୍ଭବତୀ ହେବାରୁ ମାରିଦେଲା

ମର୍ତ୍ତୃଣ୍ଡା ଗାଁର ଯୁବତୀ ମଙ୍ଗଳ ଦେଈ ନାଗ ଛତିଶଗଡ଼ ପଣ୍ଡୁମ୍ ଗାଁର ଯୁବକ ଉମେଶ ନାଗଙ୍କୁ ଭଲ ପାଉଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା। ଉମେଶ ମଙ୍ଗଳଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Young Woman Murdered in Malkangiri: ଶାରୀରିକ ସଂପର୍କ ରଖିଲା; ପ୍ରେମିକା ଗର୍ଭବତୀ ହେବାରୁ ମାରିଦେଲା
Array