Youth Killed in Hit-and-Run Near Bindhapadmapur, Balasore
#ଜୀବନ _ନେଲା_ଅଜଣା_ଗାଡ଼ି ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାସ୍ତାରେ ଯୁବକଙ୍କୁ ଚାପି ଦେଲା ଅଜଣା ଗାଡ଼ି । ବିନ୍ଧାପଦ୍ମପୁର ନିକଟରେ ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ରାସ୍ତାରେ ପଡ଼ିଛି ମୃତଦେହ, ମେରାଇନ ଥାନା ପୋଲିସର ତଦନ୍ତ ଆରମ୍ଭ । A
#ଜୀବନ _ନେଲା_ଅଜଣା_ଗାଡ଼ି
ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାସ୍ତାରେ ଯୁବକଙ୍କୁ ଚାପି ଦେଲା ଅଜଣା ଗାଡ଼ି । ବିନ୍ଧାପଦ୍ମପୁର ନିକଟରେ ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ରାସ୍ତାରେ ପଡ଼ିଛି ମୃତଦେହ, ମେରାଇନ ଥାନା ପୋଲିସର ତଦନ୍ତ ଆରମ୍ଭ ।
A