ଅକ୍ଟୋବର ୧୮ରୁ ଶ୍ରୀମନ୍ଦିରରେ ଦର୍ଶନ କଟକଣା: ୨ ଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ…

ପୁରୀ: କାର୍ତ୍ତିକ ମାସରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ ହେବ। ଅକ୍ଟୋବର ୧୮ରୁ ଲାଗୁ ହେବ କଟକଣା। ଭକ୍ତଙ୍କୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ ଅନୁମତି ମିଳିବ। ସିଂହଦ୍ବାର ଦେଇ ବାହାରି ପାରିବେନି ସାଧାରଣ ଭକ୍ତ। ଦୁଇ ଦ୍ବାରରେ ପ୍ରବେଶ ଓ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ।

Puri Srimandir