ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ମାଲକାନଗିରି : ରାଜ୍ୟରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ ପରେ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା ।  ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ପୂର୍ବ ସରକାର ଭଳି ଆମେ କୌଣସି ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ କରିବୁ ନାହିଁ ।  ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ । କୌଣସି ବିଦ୍ୟାଳୟରେ ଆଉ ଜଣେ  ଶିକ୍ଷକ ରହିବେ ନାହିଁ । […] The post ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ appeared first on KNews Odisha.

ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
Minister

ମାଲକାନଗିରି : ରାଜ୍ୟରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ ପରେ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା ।  ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ପୂର୍ବ ସରକାର ଭଳି ଆମେ କୌଣସି ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ କରିବୁ ନାହିଁ ।  ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ । କୌଣସି ବିଦ୍ୟାଳୟରେ ଆଉ ଜଣେ  ଶିକ୍ଷକ ରହିବେ ନାହିଁ । ଆବଶ୍ୟକ ପଡିଲେ ଅଧିକ ଶିକ୍ଷକ ନିଯୁକ୍ତି କରାଯିବ ଯେଉଁ ବିଦ୍ୟାଳୟଗୁଡିକରେ ଆନୁସଂଘୀକ ବ୍ୟବସ୍ଥାର ଅଭାଵ ରହିଛି, ସେହି ବିଦ୍ୟାଳୟ ଗୁଡିକରେ PM SHRI ଯୋଜନା ମାଧ୍ୟମରେ ଉନ୍ନତିକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

The post ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ appeared first on KNews Odisha.