ଅଖିଳେଶ, ରାହୁଲ ପାଇବେ ଏତିକି ସିଟ୍ କହିଲେ ଶାହା
ଲକ୍ଷ୍ନୌ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ଉତ୍ତରପ୍ରଦେଶ କୁଶୀନଗରରେ ପହଞ୍ଚିଛନ୍ତି। ଏହି ସମୟରେ ଏଠାରେ ଶାହା ଦୃଢ଼ତା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଦଳ ୪୦ ସିଟ୍ ଅତିକ୍ରମ କରିପାରିବ ନାହିଁ। କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ୪ଟି ସିଟ୍ ବି ଅତିକ୍ରମ କରିପାରିବ ନାହିଁ। ଦେଶରେ ୬ଷ୍ଠ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। […] The post ଅଖିଳେଶ, ରାହୁଲ ପାଇବେ ଏତିକି ସିଟ୍ କହିଲେ ଶାହା appeared first on Dharitri Odia News.
ଲକ୍ଷ୍ନୌ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ଉତ୍ତରପ୍ରଦେଶ କୁଶୀନଗରରେ ପହଞ୍ଚିଛନ୍ତି। ଏହି ସମୟରେ ଏଠାରେ ଶାହା ଦୃଢ଼ତା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଦଳ ୪୦ ସିଟ୍ ଅତିକ୍ରମ କରିପାରିବ ନାହିଁ। କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ୪ଟି ସିଟ୍ ବି ଅତିକ୍ରମ କରିପାରିବ ନାହିଁ।
ଦେଶରେ ୬ଷ୍ଠ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ମୋ’ ପାଖରେ ୫ମ ପର୍ଯ୍ୟାୟର ସ୍ପଷ୍ଟ ଚିତ୍ର ରହିଛି। ମୋଦି ଜୀ ୫ମ ପର୍ଯ୍ୟାୟରେ ୩୧୦ଟି ସିଟ୍ ଅତିକ୍ରମ କରିସାରିଛନ୍ତି। ଷଷ୍ଠ ପର୍ଯ୍ୟାୟ ଶେଷ ହୋଇଛି, ସପ୍ତମ ପର୍ଯ୍ୟାୟ ବାକି ଅଛି। ଯେଉଁଥିରେ ୪୦୦ ସିଟ୍ ପାର୍ ହୋଇଯିବ।
The post ଅଖିଳେଶ, ରାହୁଲ ପାଇବେ ଏତିକି ସିଟ୍ କହିଲେ ଶାହା appeared first on Dharitri Odia News.