ଅଖିଳେଶଙ୍କୁ ଝଟ୍‌କା ଦେଲେ ପଲ୍ଲବୀ

ଲକ୍ଷ୍ନୌ,୨୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସହଯୋଗୀ ଅପନା ଦଲ (କମେରାବାଦି) ଇଣ୍ଡିଆ ଆଲାଇନ୍ସ ବିନା ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ପଲ୍ଲବୀ ପଟେଲଙ୍କ ଅପନା ଦଳ ଫୁଲପୁର, କୌଶମ୍ବୀ ଏବଂ ମିର୍ଜାପୁର ଆସନରୁ ପ୍ରାର୍ଥୀ ଦେବେ। ଏସପି ଟିକେଟ୍‌ରେ ନିର୍ବାଚନ ଜିତି ପଲ୍ଲବୀ ପଟେଲ ବିଧାୟକ ଅଛନ୍ତି। ପଲ୍ଲବୀ କହିଛନ୍ତି ଯେ, ଆମେ ଇଣ୍ଡିଆ ମେଣ୍ଟ ସହ ଅଛୁ ଏବଂ […] The post ଅଖିଳେଶଙ୍କୁ ଝଟ୍‌କା ଦେଲେ ପଲ୍ଲବୀ appeared first on Dharitri Odia News.

ଅଖିଳେଶଙ୍କୁ ଝଟ୍‌କା ଦେଲେ ପଲ୍ଲବୀ

ଲକ୍ଷ୍ନୌ,୨୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସହଯୋଗୀ ଅପନା ଦଲ (କମେରାବାଦି) ଇଣ୍ଡିଆ ଆଲାଇନ୍ସ ବିନା ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ପଲ୍ଲବୀ ପଟେଲଙ୍କ ଅପନା ଦଳ ଫୁଲପୁର, କୌଶମ୍ବୀ ଏବଂ ମିର୍ଜାପୁର ଆସନରୁ ପ୍ରାର୍ଥୀ ଦେବେ। ଏସପି ଟିକେଟ୍‌ରେ ନିର୍ବାଚନ ଜିତି ପଲ୍ଲବୀ ପଟେଲ ବିଧାୟକ ଅଛନ୍ତି। ପଲ୍ଲବୀ କହିଛନ୍ତି ଯେ, ଆମେ ଇଣ୍ଡିଆ ମେଣ୍ଟ ସହ ଅଛୁ ଏବଂ କିନ୍ତୁ ୩ଟି ଆସନରେ ଏକାକୀ ନିର୍ବାଚନ ଲଢିବୁ।
ପ୍ରକାଶ ଥାଉକି, ରାଜ୍ୟ ସଭା ନିର୍ବାଚନରେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଟିକେଟ ବଣ୍ଟନ ଉପରେ ରାଗିଯାଇ ପଲ୍ଲବୀ ପଟେଲ କେବଳ ପିଡିଏ (ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ) ନାମରେ କେବଳ ଜଣେ ଏସପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।

The post ଅଖିଳେଶଙ୍କୁ ଝଟ୍‌କା ଦେଲେ ପଲ୍ଲବୀ appeared first on Dharitri Odia News.