ବଡ଼ ଖବର: ରବିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ

ବରଗଡ଼,୭/୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ 132/33 କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଆସନ୍ତା ରବିବାର ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେବ। ଏଥିରେ ଜିଲାର ବଡ଼ମାଲ, ବାନ୍ଦୁଟିକ୍ରା, ଭଟଲି, ଡେବ୍ରିଗଡ଼, ଦେଓଗାଁ, ଗାଇସୀମା, ଗୋବିନ୍ଦପୁର, ଗୋପାଳପୁର, କମଗାଁ, କଟାପାଲି, କେନ୍ଦୁଗୁଡ଼ା, ଲାଣ୍ଡୁଝୁରି, ପ୍ରଧାନପାଲି, ଶରଧାପାଲି, ତୋରା, ଅମ୍ବାପାଲି ଆଦି ଅଞ୍ଚଳରେ ଏହି ଅବଧି ମଧ୍ୟରେ […] The post ବଡ଼ ଖବର: ରବିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ appeared first on Dharitri Odia News.

ବଡ଼ ଖବର: ରବିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ

ବରଗଡ଼,୭/୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ 132/33 କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଆସନ୍ତା ରବିବାର ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେବ। ଏଥିରେ ଜିଲାର ବଡ଼ମାଲ, ବାନ୍ଦୁଟିକ୍ରା, ଭଟଲି, ଡେବ୍ରିଗଡ଼, ଦେଓଗାଁ, ଗାଇସୀମା, ଗୋବିନ୍ଦପୁର, ଗୋପାଳପୁର, କମଗାଁ, କଟାପାଲି, କେନ୍ଦୁଗୁଡ଼ା, ଲାଣ୍ଡୁଝୁରି, ପ୍ରଧାନପାଲି, ଶରଧାପାଲି, ତୋରା, ଅମ୍ବାପାଲି ଆଦି ଅଞ୍ଚଳରେ ଏହି ଅବଧି ମଧ୍ୟରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିଡବ୍ଲୁଓଡ଼ିଏଲ ପକ୍ଷରୁ ସୂଚନା ଦିଆଯାଇଛି।

The post ବଡ଼ ଖବର: ରବିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ appeared first on Dharitri Odia News.