ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ; ବାଲେଶ୍ବର ଇନ୍ଦିରା ଛକରେ ଦୁର୍ଘଟଣା
ଜଳେଶ୍ବର ୧୭/୧୧ : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତିରେ ଅମର୍ଦ୍ଦା ଅଞ୍ଚଳ କାହ୍ନୁ ପ୍ରଧାନଙ୍କ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ କାହ୍ନୁଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥର ପାଟ୍ରୋଲିଂ ଭ୍ୟାନ୍ ପାର୍ଟି ଘଟଣାସ୍ଥଳରେ ପହଞ୍ଚି ମୃତଦେବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।