ଅଜଣା ଟ୍ରକ ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ NH ଅବରୋଧ
ଘଟଗାଁ : ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ NH ଅବରୋଧ । ଘଟଗାଁ ଏନଏଚ-୨୦ର ସାନବରବେଡା ନିକଟରେ ଦୁର୍ଘଟଣା । ଅଜଣା ଟ୍ରକ ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପଇଦାପାଟଣା ପଞ୍ଚାୟତ ଶଗଡିଆ ଗ୍ରାମର ଆନନ୍ଦ ଚନ୍ଦ୍ର ମହାନ୍ତ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । The post ଅଜଣା ଟ୍ରକ ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ NH ଅବରୋଧ appeared first on KNews Odisha.

ଘଟଗାଁ : ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ NH ଅବରୋଧ । ଘଟଗାଁ ଏନଏଚ-୨୦ର ସାନବରବେଡା ନିକଟରେ ଦୁର୍ଘଟଣା । ଅଜଣା ଟ୍ରକ ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପଇଦାପାଟଣା ପଞ୍ଚାୟତ ଶଗଡିଆ ଗ୍ରାମର ଆନନ୍ଦ ଚନ୍ଦ୍ର ମହାନ୍ତ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।
The post ଅଜଣା ଟ୍ରକ ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ NH ଅବରୋଧ appeared first on KNews Odisha.