ଅଜବ! ଏଠି ବିନା ଟ୍ରାକ୍ରେ ଚାଲୁଛି ଟ୍ରେନ୍
ଚୀନ୍ର ଏକ ସହରରେ ଚାଲୁଛି ସ୍ମାର୍ଟ ଟ୍ରେନ୍। ଏହି ଟ୍ରେନ୍ କୌଣସି ଟ୍ରାକ୍ରେ ନୁହେଁ ବରଂ ରାସ୍ତାରେ ଚାଲୁଛି। ଦେଶର ଝୁଝୁଓ ପ୍ରଦେଶରେ ଏହି ଟ୍ରେନ୍ ଚାଲୁଛି। ଏହି ରେଳ ବ୍ୟବସ୍ଥାର ନାମ ହେଉଛି 'ସ୍ୱୟଂଶାସିତ ରେଳ ରାପିଡ୍ ଟ୍ରାଞ୍ଜିଟ୍' (ART)। ତିନୋଟି ବଗିର ଏହି ଟ୍ରେନରେ ପ୍ରାୟ ୩୦୦ ଯାତ୍ରୀ ଏକାଠି ଯାତ୍ରା କରିପାରନ୍ତି। ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୭୦ କିଲୋମିଟର ବେଗରେ ଚାଲିପାରେ।