ଅଜବ ଟ୍ରେଣ୍ଡ; ବବଲ୍‌ ରାପ୍‌ରେ ତିଆରି ହୋଇଛି ପୋଷାକ, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୦୪।୦୧: ଆଜିକାଲି ଫ୍ୟାଶନ ନାଁରେ ବଜାରରେ ମିଳୁଛି ଅଜବ ଜିନିଷ । ଅନେକ ସମୟରେ ଏପରି କିଛି ଜିନିଷ ଆସେ, ଯାହା ଲୋକଙ୍କୁ କରିଥାଏ ଆଶ୍ଚର୍ଯ୍ୟ । ବର୍ତ୍ତମାନ ସେପରି କିଛି ଆଉଟ୍‌ଫିଟ୍‌ ସୋଶିଆଲ୍‌ ମିଡିଆରେ ନିଆଁ ଲଗାଇଛି । ସାଧାରଣତଃ ସମସ୍ତେ ନୂଆ ଜିନିଷ ଘରକୁ ଆଣୁଥିବେ । ଏହି ଜିନିଷରେ ଆସିଥାଏ ଏକ ଜରି । ଯାହାକୁ କୁହାଯାଏ ବବଲ୍‌ ରାପ୍‌ । ଏହାକୁ ଟିକ୍‌ଟକ୍‌ କରି ଫୁଟାଇବାକୁ ଲୋକେ କରିଥାନ୍ତି ବେଶ୍‌ ପସନ୍ଦ । କିନ୍ତୁ ଏହି ବବଲ୍‌ ରାପ୍‌କୁ ନେଇ ଆସିଛି ଆଉଟ୍‌ଫିଟ୍‌ । ଯାହାକୁ ଦେଖିବା ପରେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଆଉଟ୍‌ଫିଟ୍‌ ବେଲାରୁଷରୁ ସାମ୍ନାକୁ ଆସିଛି । ଯାହା ନୂଆ ଫ୍ୟାଶନ ଟ୍ରେଣ୍ଡ ନାଁରେ ଜଣାଯାଉଛି । ଏହାକୁ 'ବାଲାନ୍ସ ଅଫ୍ ବେଲାରୁଷ' ZNWR ନାଁ ଦ୍ବାରା ବଜାରକୁ ଆଣିଛି । ଏହାକୁ ଦେଖିଲେ କେବଳ ଏକ ବବଲ୍‌ ରାପ୍‌ ପରି ନଜର ଆସିବ । କିନ୍ତୁ ଏହାର ଦାମ୍‌ ଜାଣିଲେ ସମସ୍ତେ ହୋଇଯିବେ ଚକିତ । ବାସ୍ତବରେ ଏହାର ମୂଲ୍ୟ ୧୧୬ ଡଲାର ଅର୍ଥାତ୍ ୭୨୦୦ ଟଙ୍କା । ଏହା ଆଉଟ୍‌ଫିଟ୍‌ର ଫଟୋ ଇନଷ୍ଟାଗ୍ରାମରେ znwr.store ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଯାହାକୁ ହଜାର ହଜାର ଲୋକ ଦେଖିଛନ୍ତି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ନାପସନ୍ଦ କରିଛନ୍ତି । 

ଅଜବ ଟ୍ରେଣ୍ଡ; ବବଲ୍‌ ରାପ୍‌ରେ ତିଆରି ହୋଇଛି ପୋଷାକ, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୦୪।୦୧: ଆଜିକାଲି ଫ୍ୟାଶନ ନାଁରେ ବଜାରରେ ମିଳୁଛି ଅଜବ ଜିନିଷ । ଅନେକ ସମୟରେ ଏପରି କିଛି ଜିନିଷ ଆସେ, ଯାହା ଲୋକଙ୍କୁ କରିଥାଏ ଆଶ୍ଚର୍ଯ୍ୟ । ବର୍ତ୍ତମାନ ସେପରି କିଛି ଆଉଟ୍‌ଫିଟ୍‌ ସୋଶିଆଲ୍‌ ମିଡିଆରେ ନିଆଁ ଲଗାଇଛି । ସାଧାରଣତଃ ସମସ୍ତେ ନୂଆ ଜିନିଷ ଘରକୁ ଆଣୁଥିବେ । ଏହି ଜିନିଷରେ ଆସିଥାଏ ଏକ ଜରି । ଯାହାକୁ କୁହାଯାଏ ବବଲ୍‌ ରାପ୍‌ । 

ଏହାକୁ ଟିକ୍‌ଟକ୍‌ କରି ଫୁଟାଇବାକୁ ଲୋକେ କରିଥାନ୍ତି ବେଶ୍‌ ପସନ୍ଦ । କିନ୍ତୁ ଏହି ବବଲ୍‌ ରାପ୍‌କୁ ନେଇ ଆସିଛି ଆଉଟ୍‌ଫିଟ୍‌ । ଯାହାକୁ ଦେଖିବା ପରେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଆଉଟ୍‌ଫିଟ୍‌ ବେଲାରୁଷରୁ ସାମ୍ନାକୁ ଆସିଛି । ଯାହା ନୂଆ ଫ୍ୟାଶନ ଟ୍ରେଣ୍ଡ ନାଁରେ ଜଣାଯାଉଛି । ଏହାକୁ 'ବାଲାନ୍ସ ଅଫ୍ ବେଲାରୁଷ' ZNWR ନାଁ ଦ୍ବାରା ବଜାରକୁ ଆଣିଛି । 

ଏହାକୁ ଦେଖିଲେ କେବଳ ଏକ ବବଲ୍‌ ରାପ୍‌ ପରି ନଜର ଆସିବ । କିନ୍ତୁ ଏହାର ଦାମ୍‌ ଜାଣିଲେ ସମସ୍ତେ ହୋଇଯିବେ ଚକିତ । ବାସ୍ତବରେ ଏହାର ମୂଲ୍ୟ ୧୧୬ ଡଲାର ଅର୍ଥାତ୍ ୭୨୦୦ ଟଙ୍କା । ଏହା ଆଉଟ୍‌ଫିଟ୍‌ର ଫଟୋ ଇନଷ୍ଟାଗ୍ରାମରେ znwr.store ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଯାହାକୁ ହଜାର ହଜାର ଲୋକ ଦେଖିଛନ୍ତି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ନାପସନ୍ଦ କରିଛନ୍ତି ।