ଅଣ୍ଟି ଛୁରୀ ତଣ୍ଟି କାଟେ, ପିଉସୀକୁ ଅଧମରା କରି ସୁନା ଗହଣା ଲୁଟି ନେଲା ପୁତୁରା
ଭୁବନେଶ୍ୱର: ଅଣ୍ଟୀ ଛୁରୀ ତଣ୍ଟି କାଟେ । ପିଉସୀର ହାତ ଗୋଡ଼ ବାନ୍ଧି ମୁହଁକୁ ପିଟି ପିଟି ଅଧମରା ପରେ ସୁନା ଗହଣା ଲୁଟିନେଇଥିଲା ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ପିଉସୀ ସୁଷମା ମିଶ୍ରଙ୍କ ଘରେ ପୁତୁରା ଅନନ୍ତ ପଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି ଯେ ସମାଜ ଏବଂ ସଂସାରରେ ଏମିତି କେହି ଘଟାଇନଥିବେ । ପିଉସୀକୁ ଆକ୍ରମଣ କରି ପୁତୁରାର ଉତ୍ପାତ ପରେ ଆଲାମିରାରେ 10ଭରି ସୁନା ଗହଣା , ଏକ ଲକ୍ଷ 90 ହଜାର ଟଙ୍କାରୁ ଅଧିକ ଟଙ୍କା ନେଇ ଚମ୍ପଟ ମରିଥିଲା । ଶେଷରେ ଚନ୍ଦ୍ରଶେଖପୁରର ଥାନା ପୋଲିସରେ ଧାରାହୋଇଚି ପୁତୁରା ଅନନ୍ତ ପଣ୍ଡା । ସୁଷମା ମିଶ୍ରଙ୍କ ମୁହିଁ କୁ ମାଡ ମାରି ମାରି ଅଧମରା କରିଦେଇଥିଲା ପୁତୁରା । ହାଥ ଗୋଡ ବାନ୍ଧି ଗୋଟିଏ ଘରେ ଘୋଷାଡି ଘୋଷାଡି ପିଟିଥିଲା ପୁତୁରା । ସେପଟେ ଏହି ଘଟଣା ପରେ ସଂପୃକ୍ତ ପୁତୁରା ଫେରାର ହୋଇଯାଇଛି । ପିଉସୀଙ୍କ କିଛି ସୁନା ଗହଣା ବନ୍ଧା ପକାଇ ଲୋନ ଆଣିଥିବା ନେଇ ମଧ୍ୟ ପୋଲିସ୍ ଜାଣିବାକୁ ପାଇଛି । ଗତ ଶୁକ୍ରବାର ସକାଳ ସମୟରେ ଯେତେବେଳେ ସୁଷମା ମିଶ୍ର ପିଉଷୀ ଘରୁ ମର୍ଣିଗ ୱର୍କ କରିବାକୁ ବାହାରିବା ବେଳେ ଘରେ ପହଞ୍ଚିଥିଲା ପୁତୁରା ଅନନ୍ତ। ଅନନ୍ତ ପଣ୍ଡା କଳା ମୁଖା ପିନ୍ଧି ଘରକୁ ଠେଲି ଦେଇ ଗୋଡ଼ ହାତ ବନ୍ଧିଦେଇଥିଲା । ଏହାପରେ ମାଡ ମାରି ମାରି ଅଧାମରା କରିବା ପରେ ସୁନା ଗହଣା ଲୁତିନେଇଥିଲା । ତେବେ ପୋଲିସ ଅ
ଭୁବନେଶ୍ୱର: ଅଣ୍ଟୀ ଛୁରୀ ତଣ୍ଟି କାଟେ । ପିଉସୀର ହାତ ଗୋଡ଼ ବାନ୍ଧି ମୁହଁକୁ ପିଟି ପିଟି ଅଧମରା ପରେ ସୁନା ଗହଣା ଲୁଟିନେଇଥିଲା ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ।
ପିଉସୀ ସୁଷମା ମିଶ୍ରଙ୍କ ଘରେ ପୁତୁରା ଅନନ୍ତ ପଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି ଯେ ସମାଜ ଏବଂ ସଂସାରରେ ଏମିତି କେହି ଘଟାଇନଥିବେ । ପିଉସୀକୁ ଆକ୍ରମଣ କରି ପୁତୁରାର ଉତ୍ପାତ ପରେ ଆଲାମିରାରେ 10ଭରି ସୁନା ଗହଣା , ଏକ ଲକ୍ଷ 90 ହଜାର ଟଙ୍କାରୁ ଅଧିକ ଟଙ୍କା ନେଇ ଚମ୍ପଟ ମରିଥିଲା । ଶେଷରେ ଚନ୍ଦ୍ରଶେଖପୁରର ଥାନା ପୋଲିସରେ ଧାରାହୋଇଚି ପୁତୁରା ଅନନ୍ତ ପଣ୍ଡା । ସୁଷମା ମିଶ୍ରଙ୍କ ମୁହିଁ କୁ ମାଡ ମାରି ମାରି ଅଧମରା କରିଦେଇଥିଲା ପୁତୁରା । ହାଥ ଗୋଡ ବାନ୍ଧି ଗୋଟିଏ ଘରେ ଘୋଷାଡି ଘୋଷାଡି ପିଟିଥିଲା ପୁତୁରା ।
ସେପଟେ ଏହି ଘଟଣା ପରେ ସଂପୃକ୍ତ ପୁତୁରା ଫେରାର ହୋଇଯାଇଛି । ପିଉସୀଙ୍କ କିଛି ସୁନା ଗହଣା ବନ୍ଧା ପକାଇ ଲୋନ ଆଣିଥିବା ନେଇ ମଧ୍ୟ ପୋଲିସ୍ ଜାଣିବାକୁ ପାଇଛି । ଗତ ଶୁକ୍ରବାର ସକାଳ ସମୟରେ ଯେତେବେଳେ ସୁଷମା ମିଶ୍ର ପିଉଷୀ ଘରୁ ମର୍ଣିଗ ୱର୍କ କରିବାକୁ ବାହାରିବା ବେଳେ ଘରେ ପହଞ୍ଚିଥିଲା ପୁତୁରା ଅନନ୍ତ। ଅନନ୍ତ ପଣ୍ଡା କଳା ମୁଖା ପିନ୍ଧି ଘରକୁ ଠେଲି ଦେଇ ଗୋଡ଼ ହାତ ବନ୍ଧିଦେଇଥିଲା । ଏହାପରେ ମାଡ ମାରି ମାରି ଅଧାମରା କରିବା ପରେ ସୁନା ଗହଣା ଲୁତିନେଇଥିଲା । ତେବେ ପୋଲିସ ଅନନ୍ତକ ଗିର କରି
ସମସ୍ତ ଜବତ୍ ସୁନା ଗହଣା , ଟଙ୍କାକୁ ସଂପୃକ୍ତ ପିଉସୀ ହସ୍ତାନ୍ତର କରିଛନ୍ତି ପୋଲିସ କମିସନର ଓ ଡିସିପି । ଏହି ଘଟଣାରେ ସଂପୃକ୍ତ ପୁତୁରାକୁ ଉଚ୍ଚିତ୍ ଦଣ୍ଡ ଦେବାକୁ ଦାବି କରିଛନ୍ତି ସୁଷମାଙ୍କ ପରିବାର ଲୋକେ ।