ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା, ଜେଲ୍‌ରେ ଥାଇ ସରବଜିତକୁ କରିଥିଲା ମର୍ଡର

ନୂଆଦିଲ୍ଲୀ: ଲାହୋରରେ ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା। ଭାରତୀୟ ନାଗରିକ ସରବଜିତଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ସରବଜିତଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ପାକିସ୍ତାନୀ ଜେଲରେ ହତ୍ୟା କରାଯାଇଛି। ଆଇଏସଆଇର ନିର୍ଦ୍ଦେଶରେ ୨୦୧୩ରେ ଲାହୋର ଜେଲରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା। ତେବେ ଅଜଣା ଆକ୍ରମଣକାରୀମାନେ ସରବଜିତଙ୍କ ହତ୍ୟାକାରୀଙ୍କୁ ଗୁଳି କରିଛନ୍ତି। ସରବଜିତ ଲାହୋରର କୋଟ ଲଖପାଟ ଜେଲରେ କାରାଗାରରେ ଥିଲେ। ସେହି ସମୟରେ ହତ୍ୟା କରିଥିଲା ସରଫରାଜ। ପ୍ରମାଣ ଅଭାବରୁ ସେ ଖଲାସ ହୋଇଥିଲା।ସରବଜିତ ସିଂ ଜଣେ ଭାରତୀୟ ନାଗରିକ । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦେବାର ଦୋଷାରୋପ କରାଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ ।

ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା, ଜେଲ୍‌ରେ ଥାଇ ସରବଜିତକୁ କରିଥିଲା ମର୍ଡର

ନୂଆଦିଲ୍ଲୀ: ଲାହୋରରେ ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା। ଭାରତୀୟ ନାଗରିକ ସରବଜିତଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ସରବଜିତଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ପାକିସ୍ତାନୀ ଜେଲରେ ହତ୍ୟା କରାଯାଇଛି। 

ଆଇଏସଆଇର ନିର୍ଦ୍ଦେଶରେ ୨୦୧୩ରେ ଲାହୋର ଜେଲରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା। ତେବେ ଅଜଣା ଆକ୍ରମଣକାରୀମାନେ ସରବଜିତଙ୍କ ହତ୍ୟାକାରୀଙ୍କୁ ଗୁଳି କରିଛନ୍ତି। ସରବଜିତ ଲାହୋରର କୋଟ ଲଖପାଟ ଜେଲରେ କାରାଗାରରେ ଥିଲେ। ସେହି ସମୟରେ ହତ୍ୟା କରିଥିଲା ସରଫରାଜ। ପ୍ରମାଣ ଅଭାବରୁ ସେ ଖଲାସ ହୋଇଥିଲା।

ସରବଜିତ ସିଂ ଜଣେ ଭାରତୀୟ ନାଗରିକ । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦେବାର ଦୋଷାରୋପ କରାଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ ।