ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ହସ୍ପିଟାଲ୍‌ରେ ଭର୍ତ୍ତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ଦିଲ୍ଲୀ ପୋଲିସ

ମୁମ୍ଵାଇ ୧୦।୦୧; ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ରାଜନକୁ ଯେଉଁଠାରେ ଭର୍ତ୍ତି କରାଯାଇଛି । ସେଠାରେ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।କହିବାକୁ ଗଲେ ଛୋଟା ରାଜନ ବର୍ତ୍ତମାନ ଅନେକ ଅପରାଧ ଅଭିଯୋଗରେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଯେଉଁ ଏମସ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।ଛୋଟା ରାଜନକୁ ଇଣ୍ଡୋନେସିଆରୁ ଭାରତ ଅଣାଯାଇଥିଲାଅକ୍ଟୋବର ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ ହେବା ପରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଭାରତ ଅଣାଯାଇଥିଲା। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ୨୫  ଅକ୍ଟୋବର ୨୦୧୫ରେ ଇଣ୍ଡୋନେସିଆର ବାଲି ବିମାନବନ୍ଦରରୁ ଗିରଫ କରାଯାଇଥିଲା ଏବଂ ଭାରତ ଅଣାଯାଇଥିଲା।

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ହସ୍ପିଟାଲ୍‌ରେ ଭର୍ତ୍ତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ଦିଲ୍ଲୀ ପୋଲିସ

ମୁମ୍ଵାଇ ୧୦।୦୧; ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ରାଜନକୁ ଯେଉଁଠାରେ ଭର୍ତ୍ତି କରାଯାଇଛି । ସେଠାରେ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

କହିବାକୁ ଗଲେ ଛୋଟା ରାଜନ ବର୍ତ୍ତମାନ ଅନେକ ଅପରାଧ ଅଭିଯୋଗରେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଯେଉଁ ଏମସ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।

ଛୋଟା ରାଜନକୁ ଇଣ୍ଡୋନେସିଆରୁ ଭାରତ ଅଣାଯାଇଥିଲା

ଅକ୍ଟୋବର ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ ହେବା ପରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଭାରତ ଅଣାଯାଇଥିଲା। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ୨୫  ଅକ୍ଟୋବର ୨୦୧୫ରେ ଇଣ୍ଡୋନେସିଆର ବାଲି ବିମାନବନ୍ଦରରୁ ଗିରଫ କରାଯାଇଥିଲା ଏବଂ ଭାରତ ଅଣାଯାଇଥିଲା।