ଅନନ୍ତ ଅମ୍ବାନୀଙ୍କ ଜାମନଗର-ଦ୍ୱାରକାଧୀଶ ମନ୍ଦିର ପଦଯାତ୍ରା ସମ୍ପନ୍ନ, ମା ଓ ପତ୍ନୀ ହେଲେ ସାମିଲ
ଦ୍ୱାରକା ୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଜାମନଗରରୁ ଦ୍ୱାରକାଧୀଶ ମନ୍ଦିର ପର୍ଯ୍ୟନ୍ତ ୧୧୦ କିମି ପଦଯାତ୍ରା ୬ଏପ୍ରିଲ ରବିବାର ସମ୍ପନ୍ନ ହୋଇଛି। ରାମନବମୀ ଅବସରରେ ଅନନ୍ତ ଦ୍ୱାରକାଧୀଶଙ୍କ ମନ୍ଦିରରେ ପହଞ୍ଚିଛନ୍ତି। ଅନନ୍ତ କହିଛନ୍ତି ଯେ ଏହା ତାଙ୍କର ନିଜର ଧାର୍ମିକ ଯାତ୍ରା। ଭଗବାନଙ୍କ ନାମ ନେଇ ଯାତ୍ରା ଆରମ୍ଭ କରିଥିଲି ଓ ଭଗବାନଙ୍କ ନାମ ନେଇ ଯାତ୍ରା ସମାପ୍ତ କରୁଛି। ସେ କହିଛନ୍ତି ଯେ ତାଙ୍କ ଉପରେ ଭଗବାନ ଦ୍ୱାରକାଧୀଶଙ୍କ ବଡ଼ କୃପାରହିଛି। #WATCH | Devbhumi Dwarka, Gujarat | 'Padyatra' of Anant Ambani, Director, Reliance Industries Limited, from Jamnagar to Dwarkadhish Temple, completed today and arrived at Dwarkadhish Temple on the occasion of #RamNavami2025.Anant Ambani says, "I extend my best wishes to all on… pic.twitter.com/JhL6KGkqvQ— ANI (@ANI) April 6, 2025ଭଗବାନ ଶକ୍ତି ଦେଇଥିଲେ ଏଣୁ ଯାତ୍ରା ଆରମ୍ଭ କରିଥିଲି, ଏବେ ଏହି ଯାତ୍ରା ସମାପ୍ତ ହୋଇଛି। ଏଥି ପାଇଁ ଶ୍ରୀଦ୍ୱାରକାଧୀଶଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ଅନନ୍ତ ଅମ୍ବାନୀ କହିଛନ୍ତି ଯେ ଆଜି ଯାତ୍ରାରେ ମୋ ପତ୍ନୀ ମୋ ସହିତ ଯୋଗ ଦେଇଛନ୍ତି ଓ ମୋ ମା ମଧ୍ୟ ଆସୁଛନ୍ତି। ମୋ ପିତା ମୋର ସବୁ କାମରେ ମୋ ସହିତ ଅଛନ୍ତି।
ଦ୍ୱାରକା ୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଜାମନଗରରୁ ଦ୍ୱାରକାଧୀଶ ମନ୍ଦିର ପର୍ଯ୍ୟନ୍ତ ୧୧୦ କିମି ପଦଯାତ୍ରା ୬ଏପ୍ରିଲ ରବିବାର ସମ୍ପନ୍ନ ହୋଇଛି। ରାମନବମୀ ଅବସରରେ ଅନନ୍ତ ଦ୍ୱାରକାଧୀଶଙ୍କ ମନ୍ଦିରରେ ପହଞ୍ଚିଛନ୍ତି। ଅନନ୍ତ କହିଛନ୍ତି ଯେ ଏହା ତାଙ୍କର ନିଜର ଧାର୍ମିକ ଯାତ୍ରା। ଭଗବାନଙ୍କ ନାମ ନେଇ ଯାତ୍ରା ଆରମ୍ଭ କରିଥିଲି ଓ ଭଗବାନଙ୍କ ନାମ ନେଇ ଯାତ୍ରା ସମାପ୍ତ କରୁଛି। ସେ କହିଛନ୍ତି ଯେ ତାଙ୍କ ଉପରେ ଭଗବାନ ଦ୍ୱାରକାଧୀଶଙ୍କ ବଡ଼ କୃପାରହିଛି।
#WATCH | Devbhumi Dwarka, Gujarat | 'Padyatra' of Anant Ambani, Director, Reliance Industries Limited, from Jamnagar to Dwarkadhish Temple, completed today and arrived at Dwarkadhish Temple on the occasion of #RamNavami2025.
Anant Ambani says, "I extend my best wishes to all on… pic.twitter.com/JhL6KGkqvQ— ANI (@ANI) April 6, 2025
ଭଗବାନ ଶକ୍ତି ଦେଇଥିଲେ ଏଣୁ ଯାତ୍ରା ଆରମ୍ଭ କରିଥିଲି, ଏବେ ଏହି ଯାତ୍ରା ସମାପ୍ତ ହୋଇଛି। ଏଥି ପାଇଁ ଶ୍ରୀଦ୍ୱାରକାଧୀଶଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ଅନନ୍ତ ଅମ୍ବାନୀ କହିଛନ୍ତି ଯେ ଆଜି ଯାତ୍ରାରେ ମୋ ପତ୍ନୀ ମୋ ସହିତ ଯୋଗ ଦେଇଛନ୍ତି ଓ ମୋ ମା ମଧ୍ୟ ଆସୁଛନ୍ତି। ମୋ ପିତା ମୋର ସବୁ କାମରେ ମୋ ସହିତ ଅଛନ୍ତି। ଯେବେ ମୁଁ ଏହି ଯାତ୍ରା କଥା ଉଠାଇଥିଲି ସେତେବେଳେ ମୋ ପିତା ମୋତେ ବହୁତ ଉତ୍ସାହିତ କରିଥିଲେ। ଏହି ଯାତ୍ରା ଭଲରେ ଭଲରେ ସମାପ୍ତ ହୋଇଥିବାରୁ ଅନନ୍ତ ଅମ୍ବାନୀ ତାଙ୍କ ଜେଜେମା, ଆଇ, ଶାଶୂ ଓ ଶ୍ୱଶୂରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।
#WATCH | Devbhumi Dwarka, Gujarat | 'Padyatra' of Anant Ambani, Director, Reliance Industries Limited, from Jamnagar to Dwarkadhish Temple, completes today.
Anant Ambani says, "It's my religious yatra. I begin this yatra with the name of God, and I am completing it with his… pic.twitter.com/kwBa7q83oT— ANI (@ANI) April 6, 2025
ଅନନ୍ତ ଅମ୍ବାନୀଙ୍କ ମା ଓ ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପିକା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି ଯେ ଜଣେ ମା ଭାବେ ନିଜ ସଭା ସାନ ପୁଅ ଅନନ୍ତଙ୍କ ଦ୍ୱାରକାଧୀଶ ମନ୍ଦିର ପଦଯାତ୍ରା ପୁରା କରୁଥିବା ଦେଖିବା ମୋ ପାଇଁ ଗର୍ବର କଥା। ଗତ ୧୦ ଦିନ ହେଲା ଅନନ୍ତଙ୍କ ପଦଯାତ୍ରାରେ ସାମିଲ ସମସ୍ତ ଯୁବକ ଆମ ସଂସ୍କୃତିର ପ୍ରଚାର ପ୍ରସାର କରିଛନ୍ତି। ମୁଁ ଦ୍ୱାରକାଧୀଶଙ୍କୁ ପ୍ରାର୍ଥନା କରୁଛି ଅନନ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ଅନନ୍ତ ଅମ୍ବାନୀ ୧୧୦ କିଲୋମିଟରର ପଦଯାତ୍ରା ପୂରଣ କରିଛନ୍ତି।
#WATCH | Devbhumi Dwarka, Gujarat | 'Padyatra' of Anant Ambani, Director, Reliance Industries Limited, from Jamnagar to Dwarkadhish Temple, completed today and arrived at Dwarkadhish Temple on the occasion of #RamNavami2025.
Anant Ambani's mother & Reliance Foundation… pic.twitter.com/B5KZvSdi1Y— ANI (@ANI) April 6, 2025