ଅନଲାଇନ ଫ୍ରେଣ୍ଡସିପ୍ ପୂର୍ବରୁ ଏକଦମ୍ ସାବଧାନ
ଅନଲାଇନ ଫ୍ରେଣ୍ଡସିପ୍ ପୂର୍ବରୁ ଏକଦମ୍ ସାବଧାନ। ମାତିଛନ୍ତି ସେକ୍ସଟର୍ସନ୍ ରାକେଟ୍। ଦିଲ୍ଲୀରୁ ଧରାପଡ଼ିଲା ସେକ୍ସଟର୍ସନ ମାଷ୍ଟରମାଇଣ୍ଡ୍। କଟକରେ ସେକ୍ସଟର୍ସନର ଶିକାର ହୋଇ ଜଣେ ମହିଳା ଆତ୍ମହତ୍ୟା କରିବା ପରେ, ଏହି ମାମଲାର ଖିଅ ଖୋଜି ଖୋଜି ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍ ପୋଲିସ।