Underground Metro: ଭୁବନେଶ୍ୱରରେ ମାଟି ତଳେ ଗଡ଼ିବ ମେଟ୍ରୋ !

ଆହୁରି ସୁନ୍ଦର ହେବ ଭୁବନେଶ୍ବର । ଦୂର ହେବ ଯାତ୍ରୀଙ୍କ କଷ୍ଟ । ମାଟି ତଳେ ଗଡ଼ିବ ମେଟ୍ରୋ । ରାସ୍ତା ବି ପାଇବ ନୂଆ ରୂପ । ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।

Underground Metro: ଭୁବନେଶ୍ୱରରେ ମାଟି ତଳେ ଗଡ଼ିବ ମେଟ୍ରୋ !
Array