ଅନଲାଇନ୍ ଗେମ୍‌ରୁ ଠକେଇ କରି ଜଣେ ଗିରଫ, ଆପ୍ ଲକ୍ କରି ଗେମ୍ ଖେଳିଲେ ପାଉଥିଲେ କମିଶନ

ବଲାଙ୍ଗିର ୧୨।୪: ଅନଲାଇନ୍ ଗେମ୍‌ରେ ବେଟିଂକୁ ନେଇ ଠକେଇ । ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଇଁନ୍ତଳା ଅଞ୍ଚଳର ଲକେଶ୍ୱର ମଲ୍ଲିକ । ଭିଆଇପି ରମି ନାଁରେ ଚାଲିଥିଲା ଠକେଇ । ଆପ୍ ଲକ୍ କରି ଗେମ୍ ଖେଳିଲେ କମିଶନ ପାଉଥିଲା ଠକ । ନଗଦ ୭ ଲକ୍ଷ ଟଙ୍କା ଜବତ ସହ ଏଟିଏମ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି । ପାସବୁକ୍, ଲାପଟପ୍, ଥାର୍ କାର୍, କେଟିଏମ୍ ବାଇକ୍ ଭଳି ଦାମୀ ଗାଡି ଜବତ ।You Can Read:ସ୍ବାମୀ-ସ୍ତ୍ରୀ କଳିର କରୁଣ ପରିଣତି, ବାପାର କଟୁରୀ ଚୋଟରେ ୩ ବର୍ଷର ଝିଅ ଆହତ  

ଅନଲାଇନ୍ ଗେମ୍‌ରୁ ଠକେଇ କରି ଜଣେ ଗିରଫ, ଆପ୍ ଲକ୍ କରି ଗେମ୍ ଖେଳିଲେ ପାଉଥିଲେ କମିଶନ

ବଲାଙ୍ଗିର ୧୨।୪: ଅନଲାଇନ୍ ଗେମ୍‌ରେ ବେଟିଂକୁ ନେଇ ଠକେଇ । ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଇଁନ୍ତଳା ଅଞ୍ଚଳର ଲକେଶ୍ୱର ମଲ୍ଲିକ । ଭିଆଇପି ରମି ନାଁରେ ଚାଲିଥିଲା ଠକେଇ । ଆପ୍ ଲକ୍ କରି ଗେମ୍ ଖେଳିଲେ କମିଶନ ପାଉଥିଲା ଠକ । ନଗଦ ୭ ଲକ୍ଷ ଟଙ୍କା ଜବତ ସହ ଏଟିଏମ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି । ପାସବୁକ୍, ଲାପଟପ୍, ଥାର୍ କାର୍, କେଟିଏମ୍ ବାଇକ୍ ଭଳି ଦାମୀ ଗାଡି ଜବତ ।


You Can Read:

ସ୍ବାମୀ-ସ୍ତ୍ରୀ କଳିର କରୁଣ ପରିଣତି, ବାପାର କଟୁରୀ ଚୋଟରେ ୩ ବର୍ଷର ଝିଅ ଆହତ