ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷା

କଳାହାଣ୍ଡି : ଅନାସ୍ଥା ପ୍ରସ୍ତାବରେ ହାରିଲେ କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ଅଧ୍ୟକ୍ଷା ସଂଯୁକ୍ତା ବେହେରା I ସୋମବାର ପୂର୍ବାହ୍ନ ୧୧ ଟାରେ ଟଙ୍କା ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ବିଜେଡିର ୧୮ ଏବୋ ବିଜେପିର ଜଣେ,କଂଗ୍ରେସର ଜଣେ ଲେଖାଏଁ କାଉନସିଲର ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ ପ୍ରକାଶ କରିଛନ୍ତି। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ପୌରପାଳିକା ଆଗରେ […]

ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷା
ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷା

କଳାହାଣ୍ଡି : ଅନାସ୍ଥା ପ୍ରସ୍ତାବରେ ହାରିଲେ କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ଅଧ୍ୟକ୍ଷା ସଂଯୁକ୍ତା ବେହେରା I ସୋମବାର ପୂର୍ବାହ୍ନ ୧୧ ଟାରେ ଟଙ୍କା ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ବିଜେଡିର ୧୮ ଏବୋ ବିଜେପିର ଜଣେ,କଂଗ୍ରେସର ଜଣେ ଲେଖାଏଁ କାଉନସିଲର ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ ପ୍ରକାଶ କରିଛନ୍ତି। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ପୌରପାଳିକା ଆଗରେ ଖୁସି ଜାହିର କରିଛନ୍ତି।