ଅନୁଗୁଳ ଦୁଷ୍କର୍ମର ସିନ୍ ରିକ୍ରିଏସନ୍
#ଅନୁଗୁଳ_ଲଜ୍ଜା, #ସିନ୍_ରିକ୍ରିଏସନ୍ ବହୁଚର୍ଚ୍ଚିତ ଅନୁଗୁଳ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତ ବିଶୁ ଗୋଛାୟତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ। କିଭଳି ଯୁବତୀଙ୍କୁ ହତ୍ୟା କରିଥିଲା ପୋଲିସ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ବିଶୁ। ଲୋକଙ୍କ ଆକ୍ରୋଶକୁ ଦେଖି କଡ଼ା ସୁରକ୍ଷାରେ ସିନ୍ ରିକ୍ରିଏସନ୍ କରାଯାଇଛି।