ଅନୁଗୁଳରେ ନାବାଳକକୁ ଗୁଳିମାଡ । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
କନକ ବ୍ୟୁରୋ : ନାବାଳକଙ୍କୁ ଗୁଳିମାଡ଼। ଅନଗୁଳ ସାନକେରେଜାଙ୍ଗ ଗୋଛାୟତ ସାହିରେ ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼ ହୋଇଥିବା ଅଭିଯୋଗ ହେଇଛି। ଗୁଳି ମାଡ଼ରେ ଗୁରୁତର ନାବାଳକଙ୍କୁ ପ୍ରଥମେ ଅନଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳଙ୍କ ଜଙ୍ଘରେ ଗୁଳି ବାଜିଛି। ଗୁରୁତର ହେଉଛନ୍ତି ଶ୍ରୀକାନ୍ତ ଗୋଛାୟତ। ଘଟଣାସ୍ଥଳରେ ନିଶା ଥାନା ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଛି। କୌଣସି କାମରେ ଶ୍ରୀକାନ୍ତ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଛି।

କନକ ବ୍ୟୁରୋ : ନାବାଳକଙ୍କୁ ଗୁଳିମାଡ଼। ଅନଗୁଳ ସାନକେରେଜାଙ୍ଗ ଗୋଛାୟତ ସାହିରେ ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼ ହୋଇଥିବା ଅଭିଯୋଗ ହେଇଛି। ଗୁଳି ମାଡ଼ରେ ଗୁରୁତର ନାବାଳକଙ୍କୁ ପ୍ରଥମେ ଅନଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳଙ୍କ ଜଙ୍ଘରେ ଗୁଳି ବାଜିଛି।
ଗୁରୁତର ହେଉଛନ୍ତି ଶ୍ରୀକାନ୍ତ ଗୋଛାୟତ। ଘଟଣାସ୍ଥଳରେ ନିଶା ଥାନା ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଛି। କୌଣସି କାମରେ ଶ୍ରୀକାନ୍ତ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଛି।