ଅନୁପ୍ରବେଶବେଳେ ଧରାହେଲେଣି ୧୧
ନୂଆଦିଲ୍ଲୀ,୧୨ା୮(ପି.ଟି.): ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୧ ଜଣ ବାଂଲାଦେଶୀଙ୍କୁ ଗିରଫ କରାଗଲାଣି। ସେମାନଙ୍କୁ ଜେରା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ରାଜ୍ୟ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ମୁଖପାତ୍ର ରବିବାର କହିଛନ୍ତି। ଅନୁପ୍ରବେଶ ପ୍ରସଙ୍ଗର ଆପୋସ ସମାଧାନ ନିମନ୍ତେ ବିଏସ୍ଏଫ୍ ପ୍ରତିପକ୍ଷ ବର୍ଡର ଗାର୍ଡ ଅଫ୍ ବାଂଲାଦେଶ (ବିଜିବି) ସହ ନିରନ୍ତର ଯୋଗାଯୋଗରେ ରହିଛି। ଶେଖ୍ ହାସିନା ସରକାରଙ୍କ ପତନ ପରେ […] The post ଅନୁପ୍ରବେଶବେଳେ ଧରାହେଲେଣି ୧୧ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୮(ପି.ଟି.): ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୧ ଜଣ ବାଂଲାଦେଶୀଙ୍କୁ ଗିରଫ କରାଗଲାଣି। ସେମାନଙ୍କୁ ଜେରା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ରାଜ୍ୟ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ମୁଖପାତ୍ର ରବିବାର କହିଛନ୍ତି। ଅନୁପ୍ରବେଶ ପ୍ରସଙ୍ଗର ଆପୋସ ସମାଧାନ ନିମନ୍ତେ ବିଏସ୍ଏଫ୍ ପ୍ରତିପକ୍ଷ ବର୍ଡର ଗାର୍ଡ ଅଫ୍ ବାଂଲାଦେଶ (ବିଜିବି) ସହ ନିରନ୍ତର ଯୋଗାଯୋଗରେ ରହିଛି। ଶେଖ୍ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି।
The post ଅନୁପ୍ରବେଶବେଳେ ଧରାହେଲେଣି ୧୧ appeared first on Dharitri Odia News.