ଅନୁଭବ ମହାନ୍ତି ଓ ୨ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍, ଘରୋଇ ହିଂସା ନେଇ ଥାନାରେ ମାମଲା

କଟକ ୨୦।୬: ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଚାର୍ଜଫ୍ରେମ୍ । ଆଉ ୨ ସହଯୋଗୀଙ୍କ ନାଁରେ ବି ଚାର୍ଜଫ୍ରେମ୍ ହେଲା । ଘରୋଇ ହିଂସା ଅଭିଯୋଗରେ ଚାର୍ଜଫ୍ରେମ୍ ହେଲା । ଏହି ମାମଲାକୁ ନେଇ ପୂର୍ବରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । କୋର୍ଟରେ ହାଜର ନହେଉଥିବା କାରଣରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ମାମଲା ଦାୟର ହୋଇଛି । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଗୁରୁବାର ଚାର୍ଜଫ୍ରେମ୍ ହୋଇଛି । ତେବେ ଅନୁଭବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ ।You Can Read :ମାଲକାନଗିରି SPଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ, ଦକ୍ଷିଣ ବସ୍ତର ମାଓ ସଂଗଠନର ଥିଲେ ସଦସ୍ୟ

ଅନୁଭବ ମହାନ୍ତି ଓ ୨ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍, ଘରୋଇ ହିଂସା ନେଇ ଥାନାରେ ମାମଲା

କଟକ ୨୦।୬: ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଚାର୍ଜଫ୍ରେମ୍ । ଆଉ ୨ ସହଯୋଗୀଙ୍କ ନାଁରେ ବି ଚାର୍ଜଫ୍ରେମ୍ ହେଲା । ଘରୋଇ ହିଂସା ଅଭିଯୋଗରେ ଚାର୍ଜଫ୍ରେମ୍ ହେଲା । ଏହି ମାମଲାକୁ ନେଇ ପୂର୍ବରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । କୋର୍ଟରେ ହାଜର ନହେଉଥିବା କାରଣରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି । 

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ମାମଲା ଦାୟର ହୋଇଛି । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଗୁରୁବାର ଚାର୍ଜଫ୍ରେମ୍ ହୋଇଛି । 

ତେବେ ଅନୁଭବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ ।

You Can Read :

ମାଲକାନଗିରି SPଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ, ଦକ୍ଷିଣ ବସ୍ତର ମାଓ ସଂଗଠନର ଥିଲେ ସଦସ୍ୟ