ଅନ୍ଧ କରିଦେଲା ପୁତ୍ର ମୋହ, ପର ହୋଇଗଲା ଶିଶୁକନ୍ୟା
ଅନ୍ଧ କରିଦେଲା ପୁତ୍ର ମୋହ। ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା। ସେହି କନ୍ୟାକୁ ଛାଡ଼ି ଶେଷରେ ଅନ୍ୟର ଶିଶୁପୁତ୍ରକୁ ମେଡ଼ିକାଲରୁ ନେଇଗଲେ ଦମ୍ପତ୍ତି। ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏବଂ ପ୍ରତ୍ୟେକ ବାପା, ମା’ଙ୍କୁ ଭୟଭୀତ କଲା ଭଳି ଚାଞ୍ଚଲ୍ୟକର ଘଟଣା, ଆଜି ବାଲେଶ୍ବରରେ ଦୋହଲାଇ ଦେଇଛି। ତା’ସହ ମେଡ଼ିକାଲ୍ ପରିସରରେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଥିବାବେଳେ ଘଟଣାରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ।