ଅପରଶେନ ସିନ୍ଦୂରର ସଫଳତା: ତ୍ରିରଙ୍ଗା ପଦଯାତ୍ରାରେ ବିଧାୟକ
ଧର୍ମଶାଳା,୧୮।୫ (ଶିବ ପ୍ରାସାଦ ମହାନ୍ତି): କାଶ୍ମୀର ପହଲଗାମଠାରେ ଆତଙ୍କି ଗୁଳିରେ ପ୍ରାଣ ହରାଇ ଥିବା ନିରୀହ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଅପରଶେନ ସିନ୍ଦୂର ମାଧ୍ୟମରେ ଭାରତୀୟ ଯବାନ ମାନେ ଖୋଜି ଖୋଜି ଆତଙ୍କବାଦୀ ମାନଙ୍କୁ ମାରିଥିଲେ। ଅପରଶେନ ସିନ୍ଦୂରର ସଫଳତାକୁ ନେଇ ସମଗ୍ର ଦେଶ ବାସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଧର୍ମଶାଳା ମହୋତ୍ସବ ପଡିଆଠାରୁ ଆରମ୍ଭ ହୋଇ ଜାରକା ବଜାର ପରିକ୍ରମା କରି ତ୍ରିନାଥ […] The post ଅପରଶେନ ସିନ୍ଦୂରର ସଫଳତା: ତ୍ରିରଙ୍ଗା ପଦଯାତ୍ରାରେ ବିଧାୟକ appeared first on Dharitri Odia News.
ଧର୍ମଶାଳା,୧୮।୫ (ଶିବ ପ୍ରାସାଦ ମହାନ୍ତି): କାଶ୍ମୀର ପହଲଗାମଠାରେ ଆତଙ୍କି ଗୁଳିରେ ପ୍ରାଣ ହରାଇ ଥିବା ନିରୀହ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଅପରଶେନ ସିନ୍ଦୂର ମାଧ୍ୟମରେ ଭାରତୀୟ ଯବାନ ମାନେ ଖୋଜି ଖୋଜି ଆତଙ୍କବାଦୀ ମାନଙ୍କୁ ମାରିଥିଲେ। ଅପରଶେନ ସିନ୍ଦୂରର ସଫଳତାକୁ ନେଇ ସମଗ୍ର ଦେଶ ବାସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଧର୍ମଶାଳା ମହୋତ୍ସବ ପଡିଆଠାରୁ ଆରମ୍ଭ ହୋଇ ଜାରକା ବଜାର ପରିକ୍ରମା କରି ତ୍ରିନାଥ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ସମୟରେ ପହଞ୍ଚି ଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ହଜାର ହଜାର ସଂଖ୍ୟାରେ କର୍ମୀ ଏଥିରେ ଯୋଗ ଦେଇ ଥିଲେ।
The post ଅପରଶେନ ସିନ୍ଦୂରର ସଫଳତା: ତ୍ରିରଙ୍ଗା ପଦଯାତ୍ରାରେ ବିଧାୟକ appeared first on Dharitri Odia News.