ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର

ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବଲାଙ୍ଗୀର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ... The post ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର appeared first on .

ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର

ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବଲାଙ୍ଗୀର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ସଇଁତଳା ବ୍ଲକ୍ ଡୁକେର୍ଚଚରା ଗାଁର ଅନିତା ତାଣ୍ଡିଙ୍କ ଫ୍ୟାମିଲି ଅପରେସନ ପାଇଁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅପରେସନ ସମୟରେ ରୋଗୀ କାଶି ଦେଇଥିବାରୁ ଖାଦ୍ୟନଳୀରେ ବ୍ଲେଡ୍ ଲାଗିଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନିତାଙ୍କୁ ତୁରନ୍ତ ବଲାଙ୍ଗୀର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବାବେଳେ ଏନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ଡାକ୍ତର।

The post ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର appeared first on .