‘ଅପରେସନ ସିନ୍ଦୂର’ ପରେ ଭାରତର ଅଜେୟ ଯୁଦ୍ଧାସ୍ତ୍ର ଉପରେ ବିଶ୍ବର ଆଖି

ଅପରେସନ୍ ସିନ୍ଦୂରର ଭୟଙ୍କର ପ୍ରହାରରେ ପାକିସ୍ତାନ ଚିତ୍ । ଆମ ସ୍ବଦେଶୀ ଯୁଦ୍ଧାସ୍ତ୍ରର ଅଚୁକ୍ ଲକ୍ଷ୍ୟଭେଦ ଓ ଭୀଷଣ ତାଣ୍ଡବକୁ ଦେଖି ବିଶ୍ବ ବି ତାଜୁବ୍ ।

‘ଅପରେସନ ସିନ୍ଦୂର’ ପରେ ଭାରତର ଅଜେୟ ଯୁଦ୍ଧାସ୍ତ୍ର ଉପରେ ବିଶ୍ବର ଆଖି
Array