ଅପରେସନ ସିନ୍ଦୂର ଭିଡିଓ ଦେଲା ସେନା
#ଅପରେସନ୍_ସିନ୍ଦୂର_ଭିଡିଓ_ଦେଲା_ସେନା କେମିତି ଥିଲା ସେନାର ଅପରେସନ୍ ସିନ୍ଦୂର। ଅଫିସିଆଲ୍ X ହ୍ୟାଣ୍ଡେଲରେ ଅପରେସନ୍ ଭିଡିଓ ସେୟାର କରିଛି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ। ଯେଉଁଥିରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୋଧରେ ହୋଇଥିବା ଆକ୍ସନକୁ ଦର୍ଶାଯାଇଛି।