ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ

ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA ।

ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ
Array