'ଅପରେସନ୍‌ ସିନ୍ଦୂର’ରେ ଇସ୍ରୋର ଥିଲା ବଡ଼ ଭୂମିକା, ଅଢେଇ ବର୍ଷରେ ମିଶନ ଚନ୍ଦ୍ରାୟନ-୪: ଭି. ନାରାୟଣନ୍

ଭୁବନେଶ୍ୱର ୨୧/୦୫ : ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ସାଟେଲାଇଟ୍ ପଲ୍ୟୁସନ ଏଠି ତିଆରି ହେଉଛି। ନିୟୁ ମିଶନ ହିରୋର ଚନ୍ଦ୍ରାୟନ-୪ ସାମ୍ପଲ ମିଶନ ଭାବେ ଯିବ । ଏହା ଉପରେ ବର୍ତ୍ତମାନ ଇସ୍ରୋ କାମ କରୁଛି । ଏହି ମିଶନ କୁ ଛାଡ଼ିବୁ ପୁଣି ପୃଥିବୀକୁ ଫେରାଇବାର ମିଶନ ରହିଛି । ଚନ୍ଦ୍ରାୟନ-୫କୁ ଇସ୍ରୋ ଲଞ୍ଚ୍ କରିବ। ଏହା କୋଲାବରେସନ ମିଶନ ଅଛି ଜାକ୍ସା ସହ ଜାପାନର । ଚନ୍ଦ୍ରାୟନ-୩ ରେ ଲ୍ୟାଣ୍ଡର ୧୬୦୦ କେଜିର ଥିଲା ଚନ୍ଦ୍ରାୟନ-୫ରେ ୬୪୦୦ କେଜିର ଲ୍ୟାଣ୍ଡର ରହୁଛି। ଚନ୍ଦ୍ରାୟନ-୩, ୧୪ ଦିନ ପାଇଁ ରହିଥିଲା । ଚନ୍ଦ୍ରାୟନ-୫, ୧୦୦ ଦିନ ପାଇଁ ରହିବ । ଗଗନ ଯାତ୍ରୀଙ୍କୁ ସ୍ପେସକୁ ନେବା ପାଇଁ ଆମର ପ୍ରସ୍ତୁତି ଚାଲିଛି। ଏହି ବର୍ଷ ପ୍ରଥମ on crued ମିଶନ ଆମେ ସ୍ପେଶ୍‌କୁ ଛାଡିବା ପାଇଁ ଲକ୍ଷ ରଖିଛୁ ।  ୨୦୨୫ ଏହି ବର୍ଷ ନାସା ଏକ ଗୁରୁତ୍ୱ ମିଶନ ଇସ୍ରୋ ଲଞ୍ଚ କରୁଛି। କମର୍ସିଆଲ ବ୍ଲୁ ଡାର୍ଟ ମିଶନ୍ ନାସା ସହ କରୁଛୁ। କମୁନିକେସନ ସାଟେଲାଇଟ୍ ଭାରତର ଭୂମିରୁ ଲଞ୍ଚ ହେବାକୁ ଯାଉଛି। ୩୧ ତମ ନୂଆ ଟେକ୍ନୋଲଜି ଆମେ ବ୍ୟବହାର ଜରିବୁ। ତୃତୀତ ଲଞ୍ଚ ପ୍ୟାଡ ଉପରେ ଆମେ କାମ କରୁଛୁ ।  ୨୦୨୭ରେ ପ୍ରଥମ ମଣିଷ ଭାରତରୁ ସ୍ପେଶକୁ ଯିବେ । ଚନ୍ଦ୍ରାୟନ-୪ ଅଢେ଼ଇ ବର୍ଷ ଭିତରେ ଲଞ୍ଚ ହେବ। ୨୦୨୮ ମାର୍ଚ୍ଚ ଏପ୍ରିଲ ସୁଦ୍ଧା ଭାରତ ନିଜର ସ୍ପସ ସେଣ୍ଟର ଲଞ୍ଚ କରିବ। ଏହାସହ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ

'ଅପରେସନ୍‌ ସିନ୍ଦୂର’ରେ ଇସ୍ରୋର ଥିଲା ବଡ଼ ଭୂମିକା, ଅଢେଇ ବର୍ଷରେ ମିଶନ ଚନ୍ଦ୍ରାୟନ-୪: ଭି. ନାରାୟଣନ୍

ଭୁବନେଶ୍ୱର ୨୧/୦୫ : ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ସାଟେଲାଇଟ୍ ପଲ୍ୟୁସନ ଏଠି ତିଆରି ହେଉଛି। ନିୟୁ ମିଶନ ହିରୋର ଚନ୍ଦ୍ରାୟନ-୪ ସାମ୍ପଲ ମିଶନ ଭାବେ ଯିବ । ଏହା ଉପରେ ବର୍ତ୍ତମାନ ଇସ୍ରୋ କାମ କରୁଛି । ଏହି ମିଶନ କୁ ଛାଡ଼ିବୁ ପୁଣି ପୃଥିବୀକୁ ଫେରାଇବାର ମିଶନ ରହିଛି । ଚନ୍ଦ୍ରାୟନ-୫କୁ ଇସ୍ରୋ ଲଞ୍ଚ୍ କରିବ। ଏହା କୋଲାବରେସନ ମିଶନ ଅଛି ଜାକ୍ସା ସହ ଜାପାନର । ଚନ୍ଦ୍ରାୟନ-୩ ରେ ଲ୍ୟାଣ୍ଡର ୧୬୦୦ କେଜିର ଥିଲା ଚନ୍ଦ୍ରାୟନ-୫ରେ ୬୪୦୦ କେଜିର ଲ୍ୟାଣ୍ଡର ରହୁଛି। 

ଚନ୍ଦ୍ରାୟନ-୩, ୧୪ ଦିନ ପାଇଁ ରହିଥିଲା । ଚନ୍ଦ୍ରାୟନ-୫, ୧୦୦ ଦିନ ପାଇଁ ରହିବ । ଗଗନ ଯାତ୍ରୀଙ୍କୁ ସ୍ପେସକୁ ନେବା ପାଇଁ ଆମର ପ୍ରସ୍ତୁତି ଚାଲିଛି। ଏହି ବର୍ଷ ପ୍ରଥମ on crued ମିଶନ ଆମେ ସ୍ପେଶ୍‌କୁ ଛାଡିବା ପାଇଁ ଲକ୍ଷ ରଖିଛୁ ।  ୨୦୨୫ ଏହି ବର୍ଷ ନାସା ଏକ ଗୁରୁତ୍ୱ ମିଶନ ଇସ୍ରୋ ଲଞ୍ଚ କରୁଛି। କମର୍ସିଆଲ ବ୍ଲୁ ଡାର୍ଟ ମିଶନ୍ ନାସା ସହ କରୁଛୁ। କମୁନିକେସନ ସାଟେଲାଇଟ୍ ଭାରତର ଭୂମିରୁ ଲଞ୍ଚ ହେବାକୁ ଯାଉଛି। ୩୧ ତମ ନୂଆ ଟେକ୍ନୋଲଜି ଆମେ ବ୍ୟବହାର ଜରିବୁ। ତୃତୀତ ଲଞ୍ଚ ପ୍ୟାଡ ଉପରେ ଆମେ କାମ କରୁଛୁ ।  

୨୦୨୭ରେ ପ୍ରଥମ ମଣିଷ ଭାରତରୁ ସ୍ପେଶକୁ ଯିବେ । ଚନ୍ଦ୍ରାୟନ-୪ ଅଢେ଼ଇ ବର୍ଷ ଭିତରେ ଲଞ୍ଚ ହେବ। ୨୦୨୮ ମାର୍ଚ୍ଚ ଏପ୍ରିଲ ସୁଦ୍ଧା ଭାରତ ନିଜର ସ୍ପସ ସେଣ୍ଟର ଲଞ୍ଚ କରିବ। ଏହାସହ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା ଇସ୍ରୋ । ଅନେକ ଉପଗ୍ରହ ଅପରେସନରେ ସାମିଲ ଥିଲା । ଆତଙ୍କୀଙ୍କ ଠିକଣାକୁ ଠାବ କରିବା ଏବଂ ସେନାକୁ ସହାୟତା କରିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପ୍ରମୁଖ ଭୂମିକା ରହିଥିଲା । ଭୁବନେଶ୍ବର ସିଟିଟିସି ପରିଦର୍ଶନ ସମୟରେ ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । 

ଏଥିରେ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ ଟୁଲ ରୁମ ଏବଂ ଟ୍ରେନିଂ ସେଣ୍ଟର(ସିଟିଟିସି)ର ଅନେକ ଅବଦାନ ରହିଥିଲା ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଏଥିସହ ଇସ୍ରୋର ଆଗାମୀ ମିଶନ ଯଥା ଚନ୍ଦ୍ରଯାନ -୪, ଚନ୍ଦ୍ରଯାନ- ୫ ତଥା ଗଗନଯାନ ଉପରେ ସୂଚନା ଦେଇଛନ୍ତି ଡକ୍ଟର ଭି. ନାରାୟଣନ୍ । ଏବେ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ ୫ ଉପରେ ଏବେ ଅନେକ କାମ ଚାଲୁଥିବା ସେ କହିଛନ୍ତି ।