ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚିଲେ ସୋଫିଆ

କଟକ ସ୍ଥିତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠାଇ ନେବା ପ୍ରସଙ୍ଗ। ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟର ଅବ୍ୟବସ୍ଥିତ ଢଙ୍ଗ ଦେଖି ଉଦବେଗ ପ୍ରକାଶ କଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ।

ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚିଲେ ସୋଫିଆ

କଟକ ସ୍ଥିତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠାଇ ନେବା ପ୍ରସଙ୍ଗ। ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଫୋନ୍‌ରେ କଥା ହେଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟର ଅବ୍ୟବସ୍ଥିତ ଢଙ୍ଗ ଦେଖି ଉଦବେଗ ପ୍ରକାଶ କଲେ।