ଅବକାରୀ ଜାଲରେ, ବ୍ରାଉନସୁଗାର କୁଇନ୍ ! brown sugar seized by balasore excise department.
ଅବକାରୀ ଜାଲରେ, ବ୍ରାଉନସୁଗାର କୁଇନ୍ ମଲ୍ଲିକା। ଉତ୍ତର ବାଲେଶ୍ବର ଅଞ୍ଚଳରେ ମଧ୍ୟ ମଲ୍ଲିକା ନାଁରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ସାଧାରଣତଃ ଗ୍ରାମାଞ୍ଚଳର ୨୫ ରୁ ୩୦ ବର୍ଷ ବୟସ୍କ ଯୁବ ଗୋଷ୍ଠୀକୁ ଟାର୍ଗେଟ କରୁଥିଲା ଏହି ରାଣି ମହୁମାଛ