ଅବକାରୀ ଟିମ୍ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ, ବିଳମ୍ୱିତ ରାତିରେ ବାର୍ ଖୋଲିଲେ ହେବ ଆକ୍ସନ
ଭୁବନେଶ୍ବର ୦୧/୦୭: ଆକ୍ସନ ମୋଡରେ ଅବକାରୀ ବିଭାଗ । ବିଳମ୍ୱିତ ରାତିରେ ବାର ଖୋଲିଲେ ହେବ ଆକ୍ସନ । ଅବକାରୀ ଟିମ୍ ପକ୍ଷରୁ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ୍ । ଏନେଇ ଚେତାବନୀ ଦେଇଛନ୍ତି ଅବକାରୀ କମିଶନର । ଯଦି ବିଳମ୍ୱିତ ରାତ୍ରୀରେ ଚାଲୁ ରଖିବେ ତେବେ ଲାଇସେନ୍ସ ହେବ ବାତିଲ । ଦରକାର ପଡିଲେ ବନ୍ଦ୍ ହେବ ବାର । ବାର୍ ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ବାର୍ ଗୁଡ଼ିକ ଉପରେ ନଜର ରଖି ବାର ତଥ୍ୟ ନିଅନ୍ତୁ ବୋଲି ସମସ୍ତ ଅବକାରୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବର ୦୧/୦୭: ଆକ୍ସନ ମୋଡରେ ଅବକାରୀ ବିଭାଗ । ବିଳମ୍ୱିତ ରାତିରେ ବାର ଖୋଲିଲେ ହେବ ଆକ୍ସନ । ଅବକାରୀ ଟିମ୍ ପକ୍ଷରୁ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ୍ ।
ଏନେଇ ଚେତାବନୀ ଦେଇଛନ୍ତି ଅବକାରୀ କମିଶନର । ଯଦି ବିଳମ୍ୱିତ ରାତ୍ରୀରେ ଚାଲୁ ରଖିବେ ତେବେ ଲାଇସେନ୍ସ ହେବ ବାତିଲ । ଦରକାର ପଡିଲେ ବନ୍ଦ୍ ହେବ ବାର । ବାର୍ ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ବାର୍ ଗୁଡ଼ିକ ଉପରେ ନଜର ରଖି ବାର ତଥ୍ୟ ନିଅନ୍ତୁ ବୋଲି ସମସ୍ତ ଅବକାରୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।