ପୋଖରୀରେ ବୁଡି ଯୁବକ ମୃତ, କାରଣ ଅସ୍ପଷ୍ଟ
ବାଙ୍କୀ ୦୩/୦୫: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ମୃତକର ନାମ ପ୍ରଶାନ୍ତ ବାରିକ, ତାଙ୍କ ବୟସ ୩୮ । ବାଙ୍କୀ ବ୍ରହ୍ମପୁରା ପଂଚାୟତ କିଆପଲା ଗ୍ରାମରେ ନଜର ଆସିଛି ଘଟଣା । ବାଙ୍କୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରେ ସେ ପୋଖରୀରୁ ଉଦ୍ଧାର କରିଥିଲେ ଯୁବକଙ୍କ ମର ଶରୀର । ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ତାକୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ପୋଷ୍ଟ ମର୍ଟମ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି।
ବାଙ୍କୀ ୦୩/୦୫: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ମୃତକର ନାମ ପ୍ରଶାନ୍ତ ବାରିକ, ତାଙ୍କ ବୟସ ୩୮ । ବାଙ୍କୀ ବ୍ରହ୍ମପୁରା ପଂଚାୟତ କିଆପଲା ଗ୍ରାମରେ ନଜର ଆସିଛି ଘଟଣା ।
ବାଙ୍କୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରେ ସେ ପୋଖରୀରୁ ଉଦ୍ଧାର କରିଥିଲେ ଯୁବକଙ୍କ ମର ଶରୀର । ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ତାକୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ପୋଷ୍ଟ ମର୍ଟମ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି।