ଅବସର ନେଲେ ଗଞ୍ଜାମ ସିଡିଏମଓ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ବିଜୟ କୁମାର ପଣ୍ଡା ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ଏନେଇ ବ୍ରହ୍ମପୁରସ୍ଥିତ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଡା ପଣ୍ଡା ହେଉଛନ୍ତି ଭଞ୍ଜନଗର ନିକଟସ୍ଥ ବଡପଡା ଗ୍ରାମନିବାସୀ। ସେ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଏସଡିଏମଓ ପୂର୍ବରୁ ଥିଲେ। ଏଥିସହ ସେ ବହୁବର୍ଷ ଧରି ସର୍ଜରୀ ବିଶେଷଜ୍ଞ ଭାବେ ଏଠି କାମ କରିଥିଲେ। ସେ ଜଣେ ଜଣାଶୁଣା […] The post ଅବସର ନେଲେ ଗଞ୍ଜାମ ସିଡିଏମଓ appeared first on Dharitri Odia News.

ଅବସର ନେଲେ ଗଞ୍ଜାମ ସିଡିଏମଓ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ବିଜୟ କୁମାର ପଣ୍ଡା ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ଏନେଇ ବ୍ରହ୍ମପୁରସ୍ଥିତ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଡା ପଣ୍ଡା ହେଉଛନ୍ତି ଭଞ୍ଜନଗର ନିକଟସ୍ଥ ବଡପଡା ଗ୍ରାମନିବାସୀ। ସେ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଏସଡିଏମଓ ପୂର୍ବରୁ ଥିଲେ। ଏଥିସହ ସେ ବହୁବର୍ଷ ଧରି ସର୍ଜରୀ ବିଶେଷଜ୍ଞ ଭାବେ ଏଠି କାମ କରିଥିଲେ। ସେ ଜଣେ ଜଣାଶୁଣା ସର୍ଜରୀ ବିଶେଷଜ୍ଞ ଭାବେ ପରିଚିତ।

The post ଅବସର ନେଲେ ଗଞ୍ଜାମ ସିଡିଏମଓ appeared first on Dharitri Odia News.