ଅବସର ନେଲେ, ଲୁହରେ ଭିଜିଗଲା ପୋଲିସ ମୁଖ୍ୟାଳୟ
ସାଙ୍ଗ ମୁଁ ଯାଉଛିରେ । କାଲିଠୁ ଏ କାମ ତୋର । ଟାଇମରେ ଆସିବୁ ଗେଟ୍ ଫିଟାଇବୁ ।
' ସାଙ୍ଗ ମୁଁ ଯାଉଛିରେ । କାଲିଠୁ ଏ କାମ ତୋର । ଟାଇମରେ ଆସିବୁ ଗେଟ୍ ଫିଟାଇବୁ । ବାବୁ ଯେମିତି ତୋ ନାଁରେ ଅଭିଯୋଗ ନ କରନ୍ତି । ସବୁବେଳେ ଜଗିରଖି ଚଳିବୁ ।'