ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ସମ୍ବଲପୁର(କୁକୁଡାପାଲି):କୁଶନପୁରୀ ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଦୀକ୍ଷିତ ଅବସର ନେବାପରେ ଆଜି ତାଙ୍କୁ ସେହି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ କୁକୁଡାପାଲି ସରପଞ୍ଚ୍ ଗୀତାଞ୍ଜଳୀ ଦେହୂରୀ,ସ୍କୁଲ ସଭାପତି ବିଶ୍ୱଜୀତ ନାୟକ,ମାତୃମଞ୍ଚ ସଭାନେତ୍ରୀ ସତ୍ୟପ୍ରିୟା ମହାକୁଡ ଙ୍କ ସମେତ ଏବିଇଓ ମାନଭଞ୍ଜନ ପଧାନ,କମଳା କାନ୍ତ ନାୟକ,ତ୍ରିବିକ୍ରମ ମହାଣା,ଜୟକୃଷ୍ଣ ବାଗ୍,ରତ୍ନପ୍ରଭା ଧର,ଦୀପକ ରଞ୍ଜନ ଧର,ଭବାନୀ କିସାନ,ରୂପେସ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ରହି ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ […] The post ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା appeared first on Odisha.News.

ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ସମ୍ବଲପୁର(କୁକୁଡାପାଲି):କୁଶନପୁରୀ ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଦୀକ୍ଷିତ ଅବସର ନେବାପରେ ଆଜି ତାଙ୍କୁ ସେହି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।
ଏଥିପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ କୁକୁଡାପାଲି ସରପଞ୍ଚ୍ ଗୀତାଞ୍ଜଳୀ ଦେହୂରୀ,ସ୍କୁଲ ସଭାପତି ବିଶ୍ୱଜୀତ ନାୟକ,ମାତୃମଞ୍ଚ ସଭାନେତ୍ରୀ ସତ୍ୟପ୍ରିୟା ମହାକୁଡ ଙ୍କ ସମେତ ଏବିଇଓ ମାନଭଞ୍ଜନ ପଧାନ,କମଳା କାନ୍ତ ନାୟକ,ତ୍ରିବିକ୍ରମ ମହାଣା,ଜୟକୃଷ୍ଣ ବାଗ୍,ରତ୍ନପ୍ରଭା ଧର,ଦୀପକ ରଞ୍ଜନ ଧର,ଭବାନୀ କିସାନ,ରୂପେସ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ରହି ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍କୁଲ ଓ ଶିକ୍ଷାର୍ଥୀ ମାନଙ୍କ ପ୍ରତି ନିଜର ନିଷ୍ଠା କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରି ପୁଷ୍ପଗୁଚ୍ଛ ସହ ଉପହାର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

The post ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା appeared first on Odisha.News.