ବିଜେପି ଜିଲ୍ଲା ଉପସଭାପତି ଙ୍କ ମାତା ଙ୍କ ବିୟୋଗ।

ଗୋପାଳପୁର,୦୨/୦୩ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଗଙ୍ଗାଧର ଶତପଥୀ ଙ୍କ ମାତା ପଦ୍ମାବତୀ ଶତପଥୀ ଙ୍କ ୮୦ ବର୍ଷ ବୟସରେ ନିଜ ବାସଭବନରେ ବିୟୋଗ ଘଟିଛି। ମୃତ ପଦ୍ମାବତୀ ଜଣେ ସମାଜସେବୀ ତଥା ପରୋପକାରୀ ମହିଳା ଭାବେ ଅଞ୍ଚଳରେ ଖ୍ୟାତି ରହିଥିବା ବେଳେ କନିଷି ସ୍ଥିତ ନିଜ ପୁଅ ଗଙ୍ଗାଧର ଙ୍କ ବାସଭବନରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଜେପିର ଜିଲ୍ଲା ସଭାପତି ଡ଼ ସୁବାଷ ସାହୁ, ପୂର୍ବତନ […] The post ବିଜେପି ଜିଲ୍ଲା ଉପସଭାପତି ଙ୍କ ମାତା ଙ୍କ ବିୟୋଗ। appeared first on Odisha.News.

ବିଜେପି ଜିଲ୍ଲା ଉପସଭାପତି ଙ୍କ ମାତା ଙ୍କ ବିୟୋଗ।

ଗୋପାଳପୁର,୦୨/୦୩
ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଗଙ୍ଗାଧର ଶତପଥୀ ଙ୍କ ମାତା ପଦ୍ମାବତୀ ଶତପଥୀ ଙ୍କ ୮୦ ବର୍ଷ ବୟସରେ ନିଜ ବାସଭବନରେ ବିୟୋଗ ଘଟିଛି। ମୃତ ପଦ୍ମାବତୀ ଜଣେ ସମାଜସେବୀ ତଥା ପରୋପକାରୀ ମହିଳା ଭାବେ ଅଞ୍ଚଳରେ ଖ୍ୟାତି ରହିଥିବା ବେଳେ କନିଷି ସ୍ଥିତ ନିଜ ପୁଅ ଗଙ୍ଗାଧର ଙ୍କ ବାସଭବନରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଜେପିର ଜିଲ୍ଲା ସଭାପତି ଡ଼ ସୁବାଷ ସାହୁ, ପୂର୍ବତନ ସଭାପତି ବିଭୂତି ଭୂଷଣ ଜେନା, ବିନୋଦ ମିଶ୍ର, ଡମ୍ବରୁ ରେଡ୍ଡୀ, ଙ୍କ ସମେତ ସମସ୍ତ ନେତା ସମେତ ଅଞ୍ଚଳର ଲୋକମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି

The post ବିଜେପି ଜିଲ୍ଲା ଉପସଭାପତି ଙ୍କ ମାତା ଙ୍କ ବିୟୋଗ। appeared first on Odisha.News.